Sabu kaadua
Mu ethi nahin
Grahan karibaaku.
Mailare aabruta
Mu jadio, my parishkar,
Mo nija aaluare.
Mo haatalekha padha
Tuma bhitare.
In Odia lipi;
ସବୁ କାଦୁଅ,
ଆଉ ମୁଁ ଏଠି ନାହିଁ
ଗ୍ରହଣ କରିବାକୁ ।
ଯଦିଓ ମୁଁ
ମଇଳାରେ ଆବୃତ,
ପରିଷ୍କାର ମୁଁ
ମୋ ନିଜ ଆଲୁଅରେ ।
ହାତଲେଖା ପଢ ତୁମ ଭିତରେ ।