1
କେତେ ହାତ ଧୋଇବ କୋଉ ସେନିଟାଇଜରରେ କେମିତି?
ସହିବ କେତେ ବ୍ୟଙ୍ଗ ବିଦ୍ରୂପ ସବୁ ଧରି ଛିଡା ଆଗରେ ଅନ୍ଧ ରାତି!
ଆଶା ବାଡି ହଜେଇ ଶୁଖାରକ୍ତ ଧରି ଧାଉଁଛି ଛାତି!
2
ମା ପାଖରେ ଛଳନାର ସ୍ଥାନ କୋଉଠି?
ବାଛ ବିଚାର ପୁଣି ମା! ମୃତ୍ଯୁ ଯାହାକୁ ସ୍ପର୍ଶ କରି ପାରେ ନା ସେ ମା।
ମା ନ ଥିଲେ କି ନାଁ ଗାଁ! ସଂପର୍କ ସବୁ ମା ପାଇଁ ସିନା!
This poem has not been translated into any other language yet.
I would like to translate this poem
Life's experience with time