Satya byatita
Kichhi dekhe nahin.
Tathapi, Mu ae
Pari raijare
Jouthi prakrutare
Prabheda nain kichhi.
Aabega byatita
Aau kichhi pae nahin.
Tathapi, Bastaba jibanaku
Bhala pae mu
Jouthi mu nayaka
Aau nayikaa tume.
In Odia lipi;
ସତ୍ୟ ବ୍ୟତୀତ
କିଛି ଦେଖେ ନାହିଁ ।
ତଥାପି, ମୁଁ ଏଇ
ପରୀ ରାଇଜରେ
ଯୋଉଠି ପ୍ରକୃତରେ
ପ୍ରଭେଦ ନାଇଁ କିଛି ।
ଆବେଗ ବ୍ୟତୀତ
ଆଉ କିଛି ପାଏ ନାହିଁ ।
ତଥାପି, ବାସ୍ତବ ଜୀବନକୁ
ଭଲ ପାଏଁ ମୁଁ
ଯୋଉଠି ମୁଁ ନାୟକ
ଆଉ ନାୟିକା ତୁମେ ।