|| ଛାଇ ||: Shadow Poem by Abhaya Kumar Pradhan

|| ଛାଇ ||: Shadow

ଦେଖୁଛି ମୁଁ କାନ୍ଥରେ
ଛାଇ ନାଚିଵାର
ଆଜି କିଆଁ ଏତେ
କୋଳାହୋଳ ଭରା ଘର?
ବହୁଦିନ ପରେ କିଏନାଚୁଛି ଓଡିଶୀ
ବସନ୍ତର ଛୁଆଁ ମନେପୁଲକ ଭରୁଛି
ଧୁଡୁଧୁଡୁ ଚମତଳେ ଉତ୍ତାପ ଯେ କିଆଁ?
ପଳାଶ ରଙ୍ଗରେ ଝଟକେ ଦୁନିଆଁ
ହୁଇଲ୍ ଚେୟାର୍ ରୁ ଉଠି ମୁହିଁ
ଘୁଙ୍ଗୁର ଵାନ୍ଧିବି
ପଳାଶ ତୋଳି ଆଣିଣ
ଆଞ୍ଜୁଳି ଭରିଵି
ଵୟସକୁ ଫାଙ୍କିଦେଵ
ପ୍ରବଳ ଇଛାଶକ୍ତି ମୋର
ଦେଖୁଛି ମୁଁ କାନ୍ଥରେ
ଛାଇ ନାଚିଵାର ●●●●

|| ଛାଇ ||: Shadow
COMMENTS OF THE POEM
READ THIS POEM IN OTHER LANGUAGES
Close
Error Success