ମୁଁ, ତୁମେ, ଆଉ ଆମ ଭିତରେ ସେ ।
ତାକୁ ଗୋଟାପଣେ କାଢ଼ି ପାରେନି
ଅଵା ଵୁଝି ପାରେନି ସମ୍ପୂର୍ଣ୍ଣ ରୂପେ
ଵହୁରୁପୀ, ଵେଶ ଵଦଳାଇ,
ଵୋକା ଵନାଏ, ପ୍ରତିଟିଥର,
ଯେବେ ଯେବେ ଆମକୁ, ପାଏ ସେ ଏକାନ୍ତେ ।।
This poem has not been translated into any other language yet.
I would like to translate this poem
ଵହୁରୁପୀ, ଵେଶ ଵଦଳାଇ, ଵୋକା ଵନାଏ, ପ୍ରତିଟିଥର, ଯେବେ ଯେବେ ଆମକୁ, ପାଏ ସେ ଏକାନ୍ତେ ।। Thanks for sharing this lovely poem. 10++