ସାଇନ ଡାଏ
ହରତାଳ, ଗୁଣ୍ଡାଗିରି,
ଭଙ୍ଗାରୁଜା, ମାରପିଟ,
ଗୁରୁ ଶିଷ୍ୟ ମୁହାଁମୁହିଁ,
ରାଜାପ୍ରଜା, ନେତାଦାତା,
କୋଉଟା କିଏ ଜଣା ନାହିଁ,
ରାଜ୍ୟସାରା ରାଗରୋଷ ଅଗ୍ନି,
ଆତଙ୍କରୁ ମୁକ୍ତି କାହିଁ?
This poem has not been translated into any other language yet.
I would like to translate this poem
Present picture of the state, no relief.