ଜୀବନ ଅଛି,
ଅଧିକାର ଅଛି,
ଆଇନ ଅଛି,
ସାର୍ବଭୌମତ୍ୱ ଅଛି,
ଆଉ ରହିଲା କଣ?
ଯିଏ ବାଟ ଛେକିଲା
ତାକୁ ଇ ବାଟରୁ
ହଟେଇ ଦେଲେ,
ଜାତିର ମାନ ରହିବ।
ଆଗକୁ ଆଗକୁ
ଯିବାକୁ ହେବ
ଯେମିତି ହେଲେ
ବିଶ୍ୱ ଦାଣ୍ଡରେ ।
This poem has not been translated into any other language yet.
I would like to translate this poem