ବିଶେଷ ସମ୍ୱାଦ ହେଉଛି ମୁଁ ବଂଚିଛି,
ମୁଁ ବଂଚିଛି, ଜୀବନକୁ ଭରପୁର ଜିଉଁଛି, ଅନୁଭବ କରୁଛି, ସବୁ ଅଙ୍ଗେ ଭୋଗୁଛି।ବିଶେଷ ସମ୍ୱାଦ ଆହୁରି କବିତା ଲେଖୁଛି, ଆକାଶକୁ ସେଇସବୁ ବ୍ୟାପୁଛି, ତୁମେ ଆପଣେ ପଢୁଛ ଜାଣୁଛି, ଜୀବନକୁ ଆଉଗୋଟେ ତରିକାରେ ମାପୁଛ, ବୁଝୁଛି।ୟାଠୁ ଅଧିକା ଆଉ କଣ ଅଛି!
In English;
Special news is I am living, living life in full, I am feeling, I am experiencing. More special news I am writing poetry, and it all spread over the sky, I know you sir all reading, I do understand you are measuring life in a different perspective, and what is more than this!
This poem has not been translated into any other language yet.
I would like to translate this poem