1
ଘରେ ଥାଅ ଘରେ ଥାଅ
ଥାଅ ଥାଅ ଘରେ ଘରେ।
ଘରେ ଖୁସି ଘରେ ଖୁସି
ଖୁସି ଖୁସି ଘରେ ଘରେ।
2
ମନ ନାଇଁ ମନ ନାଇଁ
ନାଇଁ ନାଇଁ ମନ ମନ।
ମନ ମୂଳେ ମନ ମୂଳେ
ମୂଳେ ମୂଳେ ମନ ମନ।
3
ଆସ ପ୍ରିୟ ଆସ ପ୍ରିୟ
ପ୍ରିୟ ପ୍ରିୟ ଆସ ଆସ।
ଆସ ବସ ଆସ ବସ
ବସ ବସ ଆସ ଆସ।
This poem has not been translated into any other language yet.
I would like to translate this poem
Language - odia, script - brahmi. Odia is the official language of Odisha. It is about present crisis due to carona epidemic