ଅପେକ୍ଷାକର, ଏ ମିଛ ଝଡ-ଜଳ ଆପେ ଗଡିଯିବ।ସତର୍କ ଅବଶ୍ୟ ରହିବାକୁ ହେବ, କ୍ଷୟକ୍ଷତି ଯେମିତି ଆଉ ନ ହେବ। ଯିଏ ଏ ଭିତରେ ଗଲା, ଚାଲିଗଲା, ଭୁଲିଯାଅ। ନିଜ କର୍ତ୍ତବ୍ୟ କର୍ମରେ ମଜ୍ଜି ରହ ଆଉ ଦେଖ ପୁଣି ସୂର୍ଯ୍ୟ ରହିଛି, ଦେବାକୁ ନୂତନ ଶକ୍ତି ଆଉ ନୂତନ ଆଲୁଅ, ତୁମରି ଅପେକ୍ଷାରେ।
In English;
Wait, these falsehood water would flow away. Of course, you would stay cautious, lest there would be not any further loss. Forget those who left at this time. Stay busy in your own duty and taking responsibility and see, to give new light and new strength the sun is there waiting.
This poem has not been translated into any other language yet.
I would like to translate this poem