ଭେଜରିକଁଟା,
ରହ ହେଆଡେ।
କେନ୍ତା ତୁଇ,
ଜାନଲିଁ ନ ମୁଇଁ।
ଅଉଛେ ବୁକା,
ମାରବା ଗଫା।
କହେବୁ ନେଇଁ
ଆଏଁଲି ଧାଇଁ।
ହେଲା ଯେ,
ଦେଖ୍ ଦେଖ୍,
ଚାଟି ବସଲା ନ
ତକେ ଇ ଭୂଇଁ।
ମୁହୁଁ ଦେଖା ନେଇଁ
ଭାଗ୍ ସେଆଡେ ସୁଦଁରି!
This poem has not been translated into any other language yet.
I would like to translate this poem