କୁହ ନା ଆଉ Tell Not Again Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୁହ ନା ଆଉ Tell Not Again

Rating: 5.0

1.

କୁହ ନା ଆଉ ପାଣି କଥା,
ବାକି ଅଛି ଯାହା କହିପାର ।
କହିପାର ଡେଣା ଓଦା,
ଆଉ ପ୍ରଶ୍ନ ବି କମ ଫୁଟିବ ଫୁଲ ।
ଧ୍ୟାନ ଦିଅ ନା ସେଆଡକୁ,
ବିଜୁଳି ଘଡଘଡି ସବୁ ସାଧାରଣ ।
ସବୁଜ ହେଉ କି ନାରେଙ୍ଗୀ,
ରଡିକରି କହିବାକୁ ହେବ କ୍ରମ ବିଧାନ ।

2.

ଯେଉଁମାନଙ୍କୁ ଆମେ
ଦେଉଛୁଁ ଭୋଟ
ବାରମ୍ଵାର ବାରମ୍ଵାର
ଆଉ କହୁଛୁଁ ନେତା
ଜୀ ହାଁ ଜୀ ହାଁ
ସେମାନଙ୍କ ପାଇଁ
କାନ୍ଦୁଛି ମାଟି ମା
ସେମାନଙ୍କ ପାଇଁ
ହଜୁଛି ଆମର ପରିଚୟ
ଆମର ନାଁ ।
ଆମେ କିଏ ଆମକୁ
ଚିହ୍ନିବାକୁ ହେବ ଭାଇନା,
ଆମକୁ ଖୋଲିବାକୁ ହେବ
ଆମର ଆଖି, ଆମେ
କିଏ ଦେଖିବ ଦୁନିଆଁ ।

Monday, August 7, 2017
Topic(s) of this poem: life
POET'S NOTES ABOUT THE POEM
two odia poems. Odia is the official language of Odisha, India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success