ଲେଖୁଛିକୁହ ନା Tell Not I Am Writing Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଲେଖୁଛିକୁହ ନା Tell Not I Am Writing

Rating: 5.0

କବିତା ଲେଖୁଥିବା କାହାକୁ ନା କାହାକୁ
ଗଜାନନ ମିଶ୍ର

ଲେଖୁଛ ଯଦି ଲେଖ, ଲେଖିଚାଲ କବିତା ।
ଲେଖୁଛି କବିତା କୁହ ନା।

ଲେଖୁଛ ଯଦି ଲେଖ, ଲେଖିଚାଲ କବିତା ।
କବିତାକୁ ଦେଖାଇ ଆଦାୟ କର ନା କିଛି ।

କବିତା ନୁହଁ ତୁମର ପ୍ରିୟ କବି,
ତୁମେ କବିତାର ନୁହଁ କେହି ।

ଗାଏମୋଟ ତୁମେ ଇ କବିତା,
କବିତା - ସସାଗରା ଧରା
ସୂର୍ଯ୍ୟ ଚନ୍ଦ୍ର ତାରା।

ଭିତରେ ବାହାରେ
ସଂସାର ପସରା, ପ୍ରିୟ କବି,
ଭଙ୍ଗା ମନ୍ଦିରର ପଥରପାରା।

ଦେଖୁଥାଅ ଜାଣୁଥାଅ ବୁଝୁଥାଅ,
ପ୍ରିୟ କବି, ଶବ୍ଦରେ ଶବ୍ଦରେ ଆଲୁଅଝରା।

ତପୋବନ, ଟିଟିଲାଗଡ, ବଲାଙ୍ଗିର
16/10/2019

Wednesday, October 16, 2019
Topic(s) of this poem: life,poetry
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success