ବସିଲେ କହୁଛ ବସିଛି,
ଚାଲିଲେ କହୁଛ ଚାଲୁଛି,
ଶୋଇଲେ କହୁଛ ଶୋଇଛି,
କହିଲେ କହୁଛ କହୁଛି ।
କହୁଛ ଯାହା କହ,
ମୁଁ ମୋର ଫଶିଛି,
ବାଟରେ ଘାଟରେ
ଘରେ ବାହାରେ
ମତେ ଇ ଜଗିଛି
ମୋରି ମାୟା ମୋରି ମୋହ ।
ଆସିବା ଯିବା ଚାଲିଛି
ଭିତରୁ ଭିତର
ବାହାରୁ ବାହାର ।
କିଏ କଣ କାହାର?
This poem has not been translated into any other language yet.
I would like to translate this poem
whose life? who is yours?