ନୁରିକୁଲଜି ଖାଏଲାଲୁକେ
ବାଛୁଛନ ଦେଖ ପରକେ।
କହୁଛନ ସତକେ ଝୁଟ୍
ମାତୁଛନ ଅସଜେ
କହୁଛନ ଫୁଲକେ
ଫୁଟ୍ କି ନେଇଁ ଫୁଟ୍।
ଉଲଟି କହୁଛନ
ନେଇଁ ନ ଚଲନ୍।
ଧରସୁଛନ୍ ବଲଜବରି,
ପାରବାର ନେଇଁ ଦମଧରି।
ନୁକୋ ଥି ପକଉଛନ୍ ବିଷ୍
ପାରବାରନେଇଁ ଜାନି
ସମିଆକେ କରୁଛନ୍ ମିସ୍।
This poem has not been translated into any other language yet.
I would like to translate this poem
ନୁକୋ ଥି ପକଉଛନ୍ ବିଷ୍ ପାରବାରନେଇଁ ଜାନି ସମିଆକେ କରୁଛନ୍ ମିସ୍।.........so touching and true. A beautiful poem with nice theme on Kosali language has been nicely executed. Thank u sir.10