ଶୂନ୍ୟ ମନ୍ଦିର
ଶୂନ୍ଯ ଦିଅଁ।
ଅଲେଖ ବ୍ରହ୍ମ
ଅସମାପ୍ତ ଧୁନି।
ଲକ୍ଷ୍ୟ-
ମୁକ୍ତ ସମାଜ
ସଚରାଚର ଶାନ୍ତି।
ମହିମା ଗୋସାଇଁ
ପରଦାରା ନାଇଁ
ହିଂସା ନାଇଁ।
ଉତ୍ସର୍ଗୀକୃତ ଜୀବନ
ଆଉ ସମୟ
ପ୍ରେମ ଆଉ
ମାନବିକତା ପାଇଁ।
This poem has not been translated into any other language yet.
I would like to translate this poem