ମାଏଟ ଆରୁ ଆକାଶthe Earth And The Sky Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମାଏଟ ଆରୁ ଆକାଶthe Earth And The Sky

Rating: 5.0

1.

ଯାହା ଯେତକି ଯେନ ଯେନ୍ତା
ହେଇଛେ, ହେଇ ଥଉ ନି କେଁ!
ହେଟାକେ ଧରି ବସିକରି
ଭୋ ଭୋ ରଡଲେ
କେଁଟା ହେବା?

ନେଇଁ ତ ନେଇଁ,
ଛିଡାଫୁଡା କରବାରଟା
ଠିକ୍ ନେଇଁ, ଜାନ।

2.

ନେଇଁ ଯା ନେଇଁ ଯା,
କେହେନସି ଆଡକେ ନେଇଁ ଯା।
ଅଛେଁ ମୁଇଁ ଇନ,
ଆ, ମୋର ପାଶକେ ଆ,
ଟାକିଛେଁ ତକେ
ରାଏତ୍ ସରତା ଏନ୍ତା।

ଦେଖୁଛୁ କି ନେଇଁ
ମୋର ହାବସି କେଚଡେଇ ହେବାରଟା,
ଶୁନୁଛୁ କି ନେଇଁ
ମୋର ହସବାରଟା
ମୋର କାଁଦବାରଟା
ମାଏଟ ଆରୁ ଆକାଶକେ
ସଁକଲି ବେଟି
ଗୁଟେ କରବାରଟା।

3.

ବଦଲୁଛେ ମୋର ଦେହେ
ତୁଇ ଛୁଇଁଦେଲେ ଗା,
ତୋରଠାନେ ଗା।
ଆ, ଆ, ଦେଇ ଯା
ମକେ ସୁଡକେ ତୋର ଅଁଧାର।
ବତେଇ ଦେ ମକେ
ମୋର ମାଏଟ ଉପରେ
ଶୁଇନ ହେବାର ପରକିରିଆ।

ତୁଇ ଆଏଲେ
ପାଶରିସିଁ ମୁଇଁ ମକେ।
ତୁଇ ଆଏଲେ
ମକେ ଆରୁ ନାଇଁ ଦରକାର କିଛୁ।
ମୁଇଁ ଖୁଲା ରଖିଛେଁ
ତୋର ଲାଗି ସବୁ।
ଆ, ଆ, ତୁଇ ଆସଲେ
ଫିରମି ପଛକେ
ଛାଡି ଦେଇକରି ସମୁଦରକେ।

4.

ଆ, ଆ, ତୋର କାଜେ
ଅଛେଁ ମୁଇଁ।
ଆ, ଆ, ତୋର କାଜେ
ରଖିଛେଁ, ଦେଖବୁ ଆ
ଗୁରଦୁ ଭୁଗାଟୁପା
ଆରୁ ଆରୁ କେଁ କେଁଟା।

ଆସିକରି ମକେ
କରବୁ ବଲି ଖାଲି
ଟାକିଛେଁ ମୁଇଁ।
ଭାଗଁବୁ ଆରୁ ଗଢବୁ ବଲି
ଟାକିଛେଁ ମୁଇଁ।
ଦେଖ ତ, ତୋର ନାଁ
ଧରିକରି ମୁଇଁ କେନ୍ତା
ହେମି ପାରି
ହଉଛେଁ ଗୁମରି।

Wednesday, June 13, 2018
Topic(s) of this poem: earth,sky
POET'S NOTES ABOUT THE POEM
Written in kosli language. Kosli is an ancient language and is used in western parts of Odisha India
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success