ଆକାଶ ବହୁତ ଉଚ୍ଚରେ The Sky Is Very High Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆକାଶ ବହୁତ ଉଚ୍ଚରେ The Sky Is Very High

Rating: 5.0

କାହା ପାଇଁ କିଛି
ଗଜାନନ ମିଶ୍ର

କାହା ପାଇଁ କିଛି ନାଇଁ
ଆକାଶ ବି ରହିଛି ବହୁତ ଉଚ୍ଚରେ।

ଖଟାମିଠା ବାରିବାକୁ କହିବ କାହାକୁ
ଯିଏ ଯାହା ଆଳ ଦେଖାଇ ଖସିଲେଣି ପାଖରୁ।

ନରମ ଗରମ କାମ ଦେଉ ନାଇଁ
ତଳ ଉପର ହେଉ ହେଉ ସମୁଦ୍ର ବି ହାଲିଆ।

ଆଗପଛ ନ ହେବୁ ତ ନ ହ
କିନ୍ତୁ କହ ନା ଲିଭାଇ ଦେବୁ କଳ୍ପଲୋକର କପାଳ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
10/09/2020

Wednesday, September 9, 2020
Topic(s) of this poem: sky
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success