ସତ୍ୟ ସହିତ ଯୁଝୁଥିବା ଲୋକ,
ସଂଖ୍ୟାଖେଳରେ ବିଶ୍ୱାସ ରଖେ ନା,
କି ଫଳାଫଳକୁ ଖାତିର କରେ ନା।
ଥାଏ ସ୍ଥିର, ଭିତରେ ବି ରଖିଥାଏ
ଝଲଝଲାତ୍ ଆଲୁଅ।
ବର୍ଷା ବତାସ ଶକ୍ତି ଦିଅନ୍ତି ଭରି
ଆହୁରି ଭିତରେ,
ଆହୁରି ଭିତରକୁ ଯାଇ
ପକାଇ ଦିଅନ୍ତି ମନେ
ଆଜଦିନଟି ତୋର
ଯା ଦେଖ୍, ସୂର୍ଯ୍ୟ
ଆଉ ଚନ୍ଦ୍ର ସ୍ୱାଗତ କରିବାକୁ
ଉଭୟେ ଏକତ୍ର ଏଇଠି
ଏଇ ମାଟି ଉପରେ।
English rendering;
The sun and the moon here
The man struggling with the truth
Believe not in the play of numbers
Also cares not about the results.
Stay still, keeping
The dazzling light inside.
The rain and storms
Fill the energy inside,
They go deep more and more
And remind us, go and see,
The sun and the moon
Both are here together
To welcome you on this earth.
This poem has not been translated into any other language yet.
I would like to translate this poem