ଜଗତ The World Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜଗତ The World

ଜଗତ
ଗଜାନନ ମିଶ୍ର

କେମିତି ବୁଝିବି ସମୁଦ୍ରକୁ?
କେମିତି ଶୁଣିବି ଆକାଶର ଶବ୍ଦସବୁକୁ?
ଦିଶୁଛି ସମାନ ସବୁଠି ସବୁ।
ସବୁ ସ୍ୱର ସବୁ ନାଦ ସବୁ ଛନ୍ଦ
ସବୁ କଥା ଭାଷା ଉପଦେଶ
ସବୁ କଳ୍ପନା ସବୁ ବେଦଭେଦ
ମାୟା ମାୟା ଲାଗୁଛି ନିତ୍ୟ।
ସତ୍ୟକୁ ଭାବୁଛି ମିଛ ପ୍ରକାର ପ୍ରକାର
ଜଡମତି ମୋର ଅଜ୍ଞାନ ମୋହ ଅନ୍ଧକାର।
ବିଧି ନିଷେଧ ତର୍କ ବିତର୍କ ବିକଳ୍ପ ସଂକଳ୍ପ
ସୂକ୍ଷ୍ମସ୍ଥୂଳ ଗୁନ୍ଥିଛି ସବୁ ମୃଣାଳସୂତ୍ର।
ଆଦିଅନ୍ତହୀନ ଅରୂପ ଅପୂର୍ବ ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
13/01/2021

Tuesday, January 12, 2021
Topic(s) of this poem: world
POET'S NOTES ABOUT THE POEM
Mysterious world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success