କାଏଁ ଫାଏଦା
ଲଭାଁ ସୁରତା!
ଜେନଟା ଜେନ୍ତେହି
ଗୁଲଗୁଲା ଇ ବାହି।
ନେଇଁ କହେଲେ ନେଇଁ
ଗୁଲେଟମରା ଠୁକୁଛେ ନେଇଁ।
ଗିତଗୁଆ ମଚାସୁଆ
ସଫା ବିପଦିଆ।
ମରନଡଁଗା ଉପରେ
ଚଖନା ବଡାମିଠା।
ଉଦକିଲା ଡେଗଲା
ହେଟା କେଁ ପିଲା।
ନେଇଁ କର ସୋର୍
ନେଇଁ ଭାବ ଜିବନ୍ ବୋର୍।
This poem has not been translated into any other language yet.
I would like to translate this poem
written in Kosli language, Kosli is the ancient language used in the western parts of Odisha, India