1.
ବାଘ ସିଂହର ଛୁଆ ହୋଇ
ବିଲୁଆ ପରି ହୁକେ ହୋ,
ବିଲେଇ ପରି ମିଁ କଲେ
ଜାରଜ ନୁହଁ ତ ଆଉ କଣ?
2.
ପାରୁ ନ ଜାଣି ଯଦି
କୁଆଡୁ କୁଆଡକୁ
ଯାଉଛି କି ଆସୁଛି
ଏଇ ପବନ
କିଏ କରିବ କଣ?
ବିଷ ପିଇ ପ୍ରତ୍ୟହ
କହୁଛ ମରୁ ନି ଦେଖ
ମୂର୍ଖ କଣ ଆଉ ଫଳନ୍ତି
ଗଛରେ କହୁଛି ତ
ମୋ ନାତୁଣୀ ଅସୁବିଧା କଣ?
ବିନା ମା ରେ
କିଏ ପାରିଛି କି ବଂଚି?
ବିନା ନାଁ ରେ
ଅଛି କି କାହାର ପରିଚିତି?
3.
ଆଇନର ଉର୍ଦ୍ଧ୍ଵରେ କିଏ?
ବିଚାରପତି? ଓକିଲ?
ମନ୍ତ୍ରୀ? ଆଇନ ପ୍ରଣୟନକାରୀ?
This poem has not been translated into any other language yet.
I would like to translate this poem
a man should feel the love of the mother, the treasure of the language and the land, where there is identity.