ଏମିତି ସେମିତି Three Poems In Odia Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଏମିତି ସେମିତି Three Poems In Odia

Rating: 5.0

1.

ଏମିତି ସେମିତି ଚିହ୍ନାଜଣା ନାହିଁ
ଜଣେ ବି, ଆଉ ମୋରି ନଙ୍ଗର ଫିଟାରେ
ମୁଁ ବ୍ୟସ୍ତ ।

କହିଲା କଣ ନା,
କି ନନା ଯାଉ ନ ଘେରେ
ଆସିବ ବୁଲି ସେଆଡୁ,
ପାଇଯିବ ଦେଖିବାକୁ ବାଟରେ
କୃଷ୍ଣଚୂଡାର ହସ ।
ଆଉ, ଭାଗ କରି କରି
ଫଳାଫଳ ଶୂନ ହେଲେ କହିବ ।

2.

ପ୍ରକୃତରେ ମୋ ପାଖରେ
ଅଛି କି ତ୍ୟାଗ?
ଅଛି କି ସମର୍ପଣ ଭାବ?
ଅଛି ପ୍ରେମ?
ଯଦି ଅଛି ହତାଶ ହେବାର
କାରଣ ନାହିଁ କିଛି।
ଯଦି ଅଛି କିଆଁ ବନ୍ଧକରେ
ସ୍ୱାଧୀନ ମନ!

3.

ଓଡିଶା, ଓଡିଶା,
ଭାଷା ଧରି ଉଠିବ ଆଉଥରେ,
ରହିବ ଅମଳିନ ଯୁଗ ଯୁଗ ଧରି
କାଳ ବକ୍ଷରେ,
ଭାଷା ବିରୋଧୀ ସବୁ ହେବେ ନଷ୍ଟ,
ତାତିବ ଓଡିଆ ରକ୍ତ,
ଚେତନା ହେବ ଜାଗ୍ରତ।

Sunday, October 1, 2017
Topic(s) of this poem: poems
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success