ସମୟ ଓ ଜୀବନ Time And Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସମୟ ଓ ଜୀବନ Time And Life

Rating: 5.0

1

ଏତେସବୁ ହେଲା ପରେ ବି

କଣ ହୋଇଛି?
ଘରେ ବସି ବସି ଯାହା
ସରିଛି ସମୟ ।
ସମୟ ଅଛି କାହା ପାଖରେ
ଆଉ ସମୟ କି ଜିନିଷ ଯେ
ସରିବ ବା!
ଘର କହୁଛ ଯାହାକୁ
କଣ କି ସେଇଟା?

2

ଆଣ ନା ମୂଳରୁ

ଥାଉ ସେଇଠି
ଅଛି ଯୋଉଠି
ସେଇ ଭାଷା।
ଅଙ୍ଗଭଙ୍ଗୀ
ଚାଲିଚଳନ
ବ୍ୟବହାର
ନୁହଁ ଯଥେଷ୍ଟ
ଜାଣିବାକୁ ଆଉ ଆଉ!
କୁହା ହେଉଛି
ଯାହା ଯେମିତି
ଜମାରୁ ନୁହଁ ସେଇ।
ଯଦି ସତ
ହେଉଥାନ୍ତା ପ୍ରକାଶ
ନ ଥାନ୍ତା ଆଉ
କୌଣସି ସମସ୍ୟା ।
ସବୁରି ଭିତରେ
ଠିଆ ଭାଷା,
ଆଉ ଭାଷାକୁ
ସଠିକ ରୂପରେଖ ଦେବା
ନୁହଁ ସହଜ।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
25/04/2020

Friday, April 24, 2020
Topic(s) of this poem: time
POET'S NOTES ABOUT THE POEM
What is language? One should know the role of life in timeless frame.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success