'ରୁଘା କୁକୁର ଗୁହୁଖିଆ'
ଗଜାନନ ମିଶ୍ର
ଜୁହାର ଜୁହାର
ସୁଧୀର ଦାଦା ଜୁହାର।
ତମର 'ରୁଘା କୁକୁର ଗୁହୁଖିଆ'କେ
ଜେନ୍ତା ବି ହଉ
କରମା ଘରୁ, ଦେସୁ
ଆରୁ ଇ ପୁରଥିରୁ ବାହାର।
ମୁନୁସ୍ କେ ରଖମା ଚେଙ୍ଗା
ମୁନୁସ୍ ପନେ ତିଆର୍।
ସତ୍ ଧରମେ ରଖମା ସଭକେ
ରହେବେ ହୁସିଆର୍।
ପେରେମ ପରେ
ସଭକରନୁ ଗଖା ହତିଆର୍,
ପୁରଥିଗୁଟେ, ମୁନୁସଗୁଟେ।
ଜାଏତ୍, ରଁଗ, ଉଚାନିଚା,
ନେଇଁ ରଖୁଁ ନ ବିଚାର୍।
ଜୁହାର୍ ଜୁହାର୍
ସୁଧୀର୍ ଦାଦା ଜୁହାର୍।
ବନେ ବନେ ଥ ଜେନ ଅଛ
ଜିଏ ଜେନ ଜାହାର୍!
ତପୋବନ, ଟିଟିଲାଗଡ, ବଲାଙ୍ଗୀର
10/05/2021
This poem has not been translated into any other language yet.
I would like to translate this poem