1.
ଚାଲ ରହିବା ବିଶ୍ଵସ୍ତ
ପରସ୍ପର ପାଖରେ ପରସ୍ପର ଆଉ
ଭଲ ଫଳ ପାଇବାକୁ ରହିବା ପବିତ୍ର
2.
ବଡ ସଙ୍କଟରେ
ତୋ ମୋ ଭିତରେ ଥିବା
ଭାବ ସଂପର୍କ,
ଦୂରେଇ ଦେଉଛେ ଯେବେ
ଆମେ ସତ୍ଯ ।
English rendering;
1.
Let us stay faithful
To each other and
Sty pious
To get good result.
2.
Love relation
With us is
In danger,
When we keep away
The truth from us.
This poem has not been translated into any other language yet.
I would like to translate this poem