ସତ୍ୟ ପାଖରେ ପହଂଚିବା
ଆଉ ସତ୍ୟକୁ ଚିହ୍ନି ପ୍ରତିଷ୍ଠା କରିବା
ନୁହଁ ସହଜ।
ସତ୍ୟ କିନ୍ତୁ ଆପଣା ଆପେ
ନେଇଯାଏ ପାଖକୁ ଆଉ କହେ
ମୁଁ ଅଛିରେ ଆସ ସମସ୍ତେ ଏଠିକୁ।
ଆସ୍ଥା ବିଶ୍ୱାସ ଥିବା ଲୋକ
ନିଏ ନେଇପାରେ ସୁଯୋଗ।
ନାଇଁ ତ ପୁଣି ପୁଣି କିନ୍ଦରୁଥାଏ
ଗଳିକନ୍ଦି ଆଉ ପାଉଥାଏ କଷ୍ଟ
କରି କରି ନାନାଦି ଫନ୍ଦି।
English rendering;
To reach the truth and
To establish the truth
Is not easy.
But the truth takes
To it automatically
And says I am here
Come all, please.
Man, who keeps
Trust and confidence
Get the opportunity.
Or else here and there
He wanders and gets pain
With so many pleas.
This poem has not been translated into any other language yet.
I would like to translate this poem