ତମକେ 'ୟାସ୍' ମଲିଫୁଲ ବାଗିର ଲାଗଲା କାଏଁ? ମଲିଫୁଲର କଁହରଥି ଡୁବିଛ କେଭେ? 'ୟାସ୍' ର ଚାଏର ଫୁଟିଆ ଲହର ଉପରେ ଖେଲିଛ ଭାଏଲ! ମଲିଫୁଲର ମାଲି ପିଁଧିକରି ସତ୍ୟ ନଗର ସମସାନଥି ସୁଇଛ କେଭେ? ସମିଆକାଣା! ଆରୁ ତମେ କରୁଛ କାଣା!
This poem has not been translated into any other language yet.
I would like to translate this poem