1
କଥାଟି ସତ,
ଲେଖିଛି କବିତା-
ବନ୍ଦ କର ଲେଖା
ଦେବି ମୁଁ ପୁରସ୍କାର,
ଶବ୍ଦ ଆଉ ଉଚ୍ଚାର ନି
ହେବ ତୁମେ ଦେବତା,
ଗାଈ ହୋଇଯାଅ
ଡାକିବି ମାତା।
ଶୁଣ ମୋ କଥା,
ପ୍ରଥମ ଶ୍ରେଣୀ ଶ୍ରୋତା,
ଦେଶ ନାମରେ ଠିଆ ଆଗରେ
ଧର୍ମ ନାମରେ କର ଶୋଷଣ
ସତ ନାମରେ ନ୍ଯାୟ-ମାରଣ
ଦେଶ ଭକ୍ତଙ୍କ ନୂଆ ପଂଜିକରଣ।
2.
ଧର୍ମରେ ଧନ୍ଦା,
ସୂର୍ଯ୍ୟରେ ଅନ୍ଧାର।
ଆଲୁଅରେ ଛାଇ,
ଭାଇ ଭାଇ।
ରହିବ କୋଉଠି,
ଯିବ କେମିତି!
ଖୋଜ, କିଏ କଣ,
ଜାଣିବ ଜୀବନ।
English rendering;
1.
Truth - the word,
Poem is written;
Stop writings
I would give award,
Utter not word
You would be God,
Be a cow
I would call you mother.
Listen to my words,
You are first class listener,
You are here
In the name of the land,
Go on exploiting
In the name of religion,
Killing of justice
In the name of truth,
New registration of patriots.
2.
Profession in religion,
Darkness in the sun.
Shadow in the light,
Among brothers.
Where would you stay,
How would you go.
Search out who is what,
You would know what is life.
This poem has not been translated into any other language yet.
I would like to translate this poem
Listen to my words, You are first class listener,