Tuma aakhi dei mu jaae
Aau aaluaku aabiskar karen.
Tuma sabda sabu kahen
Bada aanandare.
Ujjala jaagaare mu rahijaae
Nijaku rakhe sustha aau sathik.
Mu nache aau gaaen
Tuma barnamaalaa tuma lekha.
In Odia lipi;
ତୁମ ଆଖି ଦେଇ ମୁଁ ଯାଏଁ
ଆଉ କରେଁ ଆଲୁଅକୁ ଆବିଷ୍କାର ।
ତୁମ ଶବ୍ଦସବୁ କହେଁ
ବଡ ଆନନ୍ଦରେ ।
ଉଜ୍ଜ୍ଵଳ ଜାଗାରେ ମୁଁ ରହିଯାଏଁ
ନିଜକୁ ରଖେ ସୁସ୍ଥ ଆଉ ସଠିକ୍ ।
ମୁଁ ନାଚେ ଆଉ ଗାଏଁ
ତୁମ ବର୍ଣମାଳା ତୁମ ଲେଖା ।
life itself is syllables and alphabets