Tumar achhi paati
Tumar achhi sabda,
Jaha manaku aasuchhi
Kahupaara tume.
Kintu pratikriyaara
Muhanmuhin hebaaku
Prastuta tha.
Kuha naa kichhi
Kounashi nirdosha birodhre.
Prarambha abasthare bi
Kuha naa kichhi.
Phutibaabele deipaara
Mataamata.
Andhara dureibaaku
Dekheipara aalua.
In Odia script;
ତୁମର ଅଛି ପାଟି,
ତୁମର ଅଛି ଶବ୍ଦ,
ଯାହା ମନକୁ ଆସୁଛି କହିପାର ତୁମେ ।
କିନ୍ତୁ ପ୍ରତିକ୍ରିୟାର ମୁହାଁମୁହିଁ ହେବାକୁ ପ୍ରସ୍ତୁତ ଥାଅ ।
କୁହ ନା କିଛି କୌଣସି
ନିର୍ଦ୍ଦୋଷୀ ବିରୋଧରେ ।
ପ୍ରାରମ୍ଭ ଅବସ୍ଥାରେ ବି
କୁହ ନା କିଛି ।
ଫୁଟିବାବେଳେ ଦେଇପାର ମତାମତ,
ଅନ୍ଧାର ଦୂରେଇବାକୁ
ଦେଖେଇପାର ଆଲୁଅ ।