Two Poems In Odia ଲବଣ ସମୁଦ୍ର ଆଉ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Two Poems In Odia ଲବଣ ସମୁଦ୍ର ଆଉ

Rating: 5.0

1.

ପଚାରିଲା ନାହିଁ କିଛି
କିନ୍ତୁ ଖୋଜିଲା ଉତ୍ତର
ଆଉ ପାଇଲା ଯାହା
ହେଲା ନାହିଁ ସନ୍ତୁଷ୍ଟ ।
କେତେକଥା କହିଲେ କିଏ
ସବୁଥିରେ ଅବଶ୍ୟ ଥିଲା
ତଥ୍ୟ ଯାହାକୁ ନେଇ ବୁଣି
ହୋଇଥାନ୍ତା ରାଇଜ ଯାକ ।
ରାଇଜ କାହାର କି?
ଜୋର ଯାହାର ମୁଲକ ତାହାର
କଣ ଯାଇଛି କୁଆଡେ?
ପସରା ମେଲାଇ ବସିଛି
ସୌଦାଗର ପୂର୍ବଭଳି ଆଉ
ଭକୁଆ ସାଧାରଣ ଲୋକେ ।

2.

ଲବଣ ସମୁଦ୍ର
ଆଉ ଅକ୍ଷୟ ବଟ
ଆମ ପାଇଁ ଅତୀବ ପବିତ୍ର ।
ଆମର ହାତ ଗୋଡ
ମନ ବାକ୍ୟ ବିଦ୍ୟା ତପ
ଠିକ୍ ଥିଲେ ସବୁ ସୁଫଳ ।
ଆମରି ଇତିହାସ ଆମରି ଭୂଗୋଳ
ଆମେ ଜାଣୁ ଆମରି କପାଳ ।
ଆମର ନଦୀ ଆମର ପାହାଡ
ସବୁ ଜୀବନ୍ତ ଜୀବନ୍ତ ।

Wednesday, March 22, 2017
Topic(s) of this poem: sea
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success