ଆକାଶ ତଳେ Under The Sky Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଆକାଶ ତଳେ Under The Sky

Rating: 5.0

ନିଆଁ ସେକି ହେଉଥିବା ରାତି
ଗଜାନନ ମିଶ୍ର

ସାରା ଆକାଶ ମୋର
ଆଉ ମୋର ଅକ୍ତିଆରରେ,
କହି ନି କାହାକୁ କେବେ କି ଏମିତି
ଭାବନା ବି ଆସି ନି ଜମାରୁ ।

ଭାବିବା ଆଉ କହିବା ଭିତରେ
କେତେ କଣ ସଂପର୍କ ଆଉ
କେମିତି ରୂପରେଖ କାହାର
ସେଇସବୁ ବି ନାଇଁ ଜଣା।

ସବୁଯାକ କର୍ନି ଆଉ ଭର୍ନି
ଗଡବଡିଆ କହୁ ନି
ଅଛି ଯଦିଓ ଆକାଶ ତଳେ
କଏଁ କଏଁ କାନ୍ଦୁଥିବା ଆଉ
ନିଆଁ ସେକି ହେଉଥିବା ରାତି ଭଳି।

ବାଃ ବାଃ ଏତେ ତାତି!

ତପୋବନ, ଟିଟିଲାଗଡ, ବଲାଙ୍ଗୀର
13/09/2020

Monday, September 14, 2020
Topic(s) of this poem: sky
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success