ଅଦ୍ଭୁତ,
ରୋମହର୍ଷଣକର,
ଏଠାକାର ଏତେ ଶବ୍ଦ,
ଏଠାକାର କଥୋପକଥନ।
ଏଠାକାର ଏତେ ଶବ୍ଦ
ସବୁ ପବିତ୍ର,
କାହାକୁ କୋଉଠି
ହେଉ ନି ରଖି
କାଳେ ଲାଗିଯିବ
ମଳିଧୂଳି।
ପୁଣି ପୁଣି ରହୁଛି
ଅପୂର୍ବ ବିସ୍ମୟରେ,
ପୁଣି ପୁଣି କରୁଛି ଅନୁଭବ
ଅପରିମିତ ହର୍ଷ।
This poem has not been translated into any other language yet.
I would like to translate this poem
ଏଠାକାର ଏତେ ଶବ୍ଦ ସବୁ ପବିତ୍ର, କାହାକୁ କୋଉଠି ହେଉ ନି ରଖି କାଳେ ଲାଗିଯିବ ମଳିଧୂଳି। I sincerely appreciate the beauty of your expression....10