କିଛି ବାଲି,
ଆଉ କିଛି ପବନ,
ଆଉ କିଛି ପାଣି ଛଡା
ମିଳିଲା କଣ ଏଠି?
ଆଉ ମିଳିଲା ଯାହା
ଉଡିଗଲା ସବୁ ଆକାଶକୁ।
ଆକାଶ ଥିଲା କୋଉଠି?
କହୁଥିଲ ଏଠି, ଏଠି।
ସଦା ସୁଖୀ ତଥାପି ମୁଁ,
ମୋ ସୁଖରେ
ନ ଥିଲ କି
ଭାଗିଦାର ତୁମେ
କହିଲା କଥା କିଏ ଶୁଣିଲା?
ଶୁଣିଲା କଥାରେ ବିଶ୍ୱାସ ଥିଲା କାହାର?
This poem has not been translated into any other language yet.
I would like to translate this poem