Water, Nothing But Water ପାଣି ଛଡା କିଛି Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

Water, Nothing But Water ପାଣି ଛଡା କିଛି

Rating: 5.0

ପାଣି
ଦିଅ ଆଣି ।
ପାଣି
ଉଜାଣି ।
ପାଣିରେ
ଜୀବନୀ ।
ପାଣି,
ପାଣିକୁ
ଦୂଷିତ କର ନି ।

ପାଣି,
ପାଣିରେ
ସକଳ ପ୍ରାଣୀ ।
ପାଣି,
ପାଣିକୁ ଛାଡି
କେହି ବଂଚି ପାରେ ନି ।

ପାଣି,
ପାଣିର ଦିନ,
ପ୍ରାଣର ଧନ ।
ପାଣି,
ପାଣି ହେଉଛି
ମୁକୁଟମଣି ।
ରାଜାରାଣୀ,
ଦିନମଣି
ଆଉ ସକଳ ପ୍ରାଣୀ,
ଘର ଓ
ଘରଣୀ,
ପାଣିକୁ ରଖି
ନିଅନ୍ତି ଗଣି ।

ପାଣି,
ପାଣିରେ
ପାଣିରେ
ନିହନ୍ତା ବିହନ୍ତା
ପାଣିରେ
ଜୀବନ ବିତନ୍ତା
ଠାଣିମାଣି
ସବୁରେ ପାଣି।

ପାଣି,
ପାଣି,
ଆଉ ପାଣି ଛଡା
କିଛି ନାହିଁ
କୋଉଠି କାହାଣୀ ।

Thursday, March 23, 2017
Topic(s) of this poem: water
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success