ମୁଇଁ କାଣାଟେ What Am I Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମୁଇଁ କାଣାଟେ What Am I

Rating: 5.0

ରାଏତଅଧିଆ
ଗଜାନନ ମିଶ୍ର

ଇ ରାଏତଅଧିଆ
ମୁଇଁ କାଣାଟେ କରିଦେମି
କି ଇନ ଅଛନ ଜେତକି
ସଭେ ମୋର ମିତାମାରସାଦ
ଦରକାର ପଡଲେ ମୋର
ଆଗେପଛେ ହେସନ ଠିଆ
ହେନ୍ତା କିଛୁ ନେଇଁସେ ରେ ବୁଆ!

ନା ମୁଇଁ ଜାନିଛେଁ ତମକେ
ନା ଚିହ୍ନିଛେଁ ନିଜକେ!
ତମର କାମ କରୁଛେଁ
କି ନିଜେ ନିଜେ ଗୁନ୍ଦଲାଗୁପାଥି
ସାନିଘାଁଟି ହେଇ ମରୁଛେଁ
ହେନ୍ତା ଭି ନେଇଁ!

ଜେନଟା ଜେନ୍ତା
ହେଟା ହେନ୍ତା
ନେଇଁ କହେବାର କେଭେ।
ଆରୁ ସଜ ଦେଖିକରି
ନେଇଁ ପକାବାର ଚୁଟେ।

ଫେର ଭି
ମୁଇଁ ଭାଗିଦାର ଆଏ
ସବୁ କଥାଥି ସବୁନେ ଆରୁ
ଜେତକି ଜାହା କହୁଛ
ମୁଇଁ ଆଏ।
ଆରୁ ନେଇଁ ବଢ ନ
ବଢଲେ ଜେ ବଦଲିବା
ନେଇଁ ସେ ଭି ହେନ୍ତା କିଛୁ।

ତପୋବନ,ଟିଟିଲାଗଡ,ବଲାଙ୍ଗୀର
15/03/2020

COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success