ଧର୍ମ ଏକା ଏ ସଂସାର ଜଳକୁ ନଉକା,
ଅନ୍ତଃକାଳେ ଜାଣ ଏକା ଧର୍ମ ଅଟେ ସଖା- ଅଚ୍ୟୁତାନନ୍ଦ
ଧର୍ମ କଣ?
ମା ମାଟି ମାତୃଭାଷା ବିରୋଧରେ
ଯାଉଥିବା ରାଜାକୁ ବିରୋଧ କରିବା
କଣ ନାଗରିକର ଧର୍ମ ନୁହଁ?
ତୋଷାମତିଆ, ଲାଂଚୁଆ ମନ୍ତ୍ରୀକୁ
ନିନ୍ଦା କରିବା କଣ ଧର୍ମ ନୁହଁ?
ଦୂଷିତ ଜଳକୁ ନିନ୍ଦା କରିବା
କଣ ଧର୍ମ ନୁହଁ?
ପରପୁରୁଷ ସହିତ ମାତିଥିବା
ପତ୍ନୀକୁ ଛାଡିଦେବା
କଣ ଧର୍ମ ନୁହଁ?
ଅସତ୍ ପାଠ ପଢାଉଥିବା
ଗୁରୁକୁ ବିରୋଧ କରିବା
କଣ ଧର୍ମ ନୁହଁ?
ସବୁକୁ ହଁ କହିବା ଧର୍ମ କି?
ଭଲମନ୍ଦ ପାପପୁଣ୍ୟ
ଧର୍ମ ଏକା ଏ ସଂସାର ଜଳକୁ ନଉକା,
ଅନ୍ତଃକାଳେ ଜାଣ ଏକା ଧର୍ମ ଅଟେ ସଖା- ଅଚ୍ୟୁତାନନ୍ଦ
ଧର୍ମ କଣ?
ମା ମାଟି ମାତୃଭାଷା ବିରୋଧରେ
ଯାଉଥିବା ରାଜାକୁ ବିରୋଧ କରିବା
କଣ ନାଗରିକର ଧର୍ମ ନୁହଁ?
ତୋଷାମତିଆ, ଲାଂଚୁଆ ମନ୍ତ୍ରୀକୁ
ନିନ୍ଦା କରିବା କଣ ଧର୍ମ ନୁହଁ?
ଦୂଷିତ ଜଳକୁ ନିନ୍ଦା କରିବା
କଣ ଧର୍ମ ନୁହଁ?
ପରପୁରୁଷ ସହିତ ମାତିଥିବା
ପତ୍ନୀକୁ ଛାଡିଦେବା
କଣ ଧର୍ମ ନୁହଁ?
ଅସତ୍ ପାଠ ପଢାଉଥିବା
ଗୁରୁକୁ ବିରୋଧ କରିବା
କଣ ଧର୍ମ ନୁହଁ?
ସବୁକୁ ହଁ କହିବା ଧର୍ମ କି?
ଭଲମନ୍ଦ ପାପପୁଣ୍ୟ
This poem has not been translated into any other language yet.
I would like to translate this poem