ହରିଶଙ୍କର
ଗଜାନନ ମିଶ୍ର
ଅଛି ଏଇଠି କଣ?
ସିଧାସଳଖ ପ୍ରଶ୍ନ।
ଉତ୍ତର ସେମିତି
ଦେଇ ହେଉ ନି।
ଆଉ ବିନା ଉତ୍ତରରେ
ମୁଁ ଏ ଜାଗା ଛାଡି
ଯିବି ଆଉ କୁଆଡେ
ଭାବୁଛ କେମିତି!
ଗଛ ପାହାଡ ମାଙ୍କଡ
ପାଣି ଝରଣା ୟେ ସବୁ ବି
ରହିବ ସେଠି ସବୁଦିନ
ଭାବ ନା ଆଦୁ।
ତପୋବନ,ଟିଟିଲାଗଡ, ବଲାଙ୍ଗିର
27/9/2019
This poem has not been translated into any other language yet.
I would like to translate this poem