କଣ ମନରେ
କିଏ ପାରିବ ଜାଣି
ନ କହିଲେ ।
ପାଣିରେ ହେଉ
କି ହେଉ ମାଟିରେ
ଜୀବନ ଛଟପଟ ସବୁବେଳେ ।
ବାୟୁ ଆସେ
ଆଉ ଯାଏ
ପଚାରେ ନି କେହି
ଅର୍ଥ କଣ କାହାରି
ଆଉ ପଚାରେ ଯିଏ
ଥାଏ ନା ଆଉ ସେ
କାହାର ହୋଇ ।
ଜୀବନ କଣ କି!
This poem has not been translated into any other language yet.
I would like to translate this poem