ହାତ ପାଆନ୍ତାରେ ସବୁ,
ନିଅ।
ଫେରନ୍ତା ପକ୍ଷୀକୁ
କୁହ ନି କିଛି।
ଅସହାୟ ଅନୁଭବ କରିବାର
କାରଣ ନାହିଁ କିଛି।
ପାଖରେ ଅଛି ଯାହା ଯେତେ
ଉପଯୋଗ କରିବା ଇ ବିଧି।
This poem has not been translated into any other language yet.
I would like to translate this poem