କାରଣ ଜଣା? ଆଉ ଆସିଥିଲା ଦିନ What Is The Reason And Day Had Came Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କାରଣ ଜଣା? ଆଉ ଆସିଥିଲା ଦିନ What Is The Reason And Day Had Came

1.

କବିତା କିଆଁ ମଣିଷଦେଇ
ଲେଖେଇ ହୁଏ?
ପାଣି କିଆଁ ମାଟି ଉପରେ
କଚାଡି ପଡେ?
ତାରା କେମିତି
ଆକାଶେ ରହେ?
ବିଜୁଳି ଝଲକେ କିଆଁ?
ପବନରେ କେମିତି ଚହଲେ ନିଆଁ?
କିଏ ଦିଏ କାହାକୁ କାହିଁକି ଏ ସବୁ ନାଆଁ?
ଶବ୍ଦ ଅକ୍ଷର ଭାବ ସବୁ
ଏକାସାଥୀରେ ହୁଏ କିଆଁ ଫେଣ୍ଟି?
ଉତ୍ତର ସବୁ ପ୍ରଶ୍ନ ହୋଇ
ଛିଡା ହୁଏ ଆଗରେ,
କାହାକୁ କି କାରଣ ଜଣା?

2.

ବାଲିମେଘ ଜମା ଆସି
ଦୁଆରେ ମୋର,
ଆଉ ମୁଁ ହୁଡିଲି ବାଟ ।
କୋଉ ଗୋଟିଏ ସପନ ବି
ହେଲା ନି ପୂରଣ ।
ହେଲା ନି ଯାହା ମରଣ!
କହିଲା ଏୟା ଦେଖେଇବାକୁ
ଆସିଥିଲା ଦିନ ।

POET'S NOTES ABOUT THE POEM
Written in Odia language, Odia is the official language of Odisha, India/ It is all about poems and the day
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success