ସମୟ କେତେ?
ସମୟ ସହିତ କିଆଁ
ବାଦ ଏତେ?
ଜୀବନ, ପ୍ରେମ
କଣ ସମୟ ସହିତ
ବନ୍ଧା କି ସତେ!
କଣ୍ଟାବାଡରେ ଲାଗି
ବଦନାମ ଦେଉଛି କେତେ!
ଛ ରେ ଛକା କହି
ଲଟକି ଯାଇଛି ଖଟେ।
ଆରେ ହେ
ତୁମରି ଆମରି ଭିତରେ
ପଥର ରଖିଛି ଯିଏ
ପଡିଛି ଧରା ଏତେବେଳେ।
ପଥରରୁ ପାଣି ହେଉ ହେଉ
ଦହଗଂଜ କେତେ!
This poem has not been translated into any other language yet.
I would like to translate this poem