ଦୃଢ ଅଛି ମୁଁ ମୋର,
ହଲେଇବାକୁ ଆପ୍ରାଣ ଚେଷ୍ଟା କରି ଚାଲିଛ ତୁମେ, କଣ ହେଉଛି କହିବେ ଲୋକେ ଆଜି ନ ହେଲେ ବି ଆଉ ଦିନେ। ତୁମର ଉଦ୍ଦେଶ୍ୟ କଣ କହିଦିଅ ଦୟାକରି ଟିକେ ଶୁଣେ!
In English;
Let me hear your motive or intention! I am stable and firm here but you are trying hard to make me tremble, people present here would say what is happening today or tomorrow.
This poem has not been translated into any other language yet.
I would like to translate this poem