ମିରଚି ଲଗି ତୋ
ଗଜାନନ ମିଶ୍ର
କଣ କରିବି ମୁଁ,
ଦେଖି ଶୁଣି
ପାରିଲ ନି ସହି ଯଦି!
ମକରାଜାଲେ
ଲଟକେଇ ହ
ଯ।
କଣ କରିବ?
କରୁ କରୁ ତ କରିଦେଲ
କାରାବାସରୁ ମୁକ୍ତ।
ବହୁତ ଧନ୍ୟବାଦ।
ମୋର ଉଡାଣ
ଉପରୁ ତଳ
ଆଉ ପୁଣି
ତଳୁ ଉପର
ଚାହିଁ ଚାହିଁ
ତୁମେ ପାଗଳ।
କଣ କରିବି
ରଙ୍ଗବେରଙ୍ଗରେ
ହେଉଛି ସଜେଇ
ମୋର ମୋର!
କଣ କରିବି
ଏଇଠି ଥାଇ ବି
ଏଇଠି ନାଇଁ ମୁଁ!
କୋଉଠି କେତେ ଖୋଜିବ!
ମୁଁ ତୁମର
ନା ତୁମେ ମୋର
କେମିତି ଜାଣିବ!
ପୁଣି ପୁଣି
ଛଟପଟଉଛ
ନା ଆସି ପାରୁଛ
ନା ରହି ପାରୁଛ
ନିଜେ ନିଜଠୁ
ହେଉଛ ଅନ୍ତର୍ହିତ।
କିଏ କାହାର
ଜାଣି ନ ଥିଲ?
ଥିଲାବେଳେ
କଣ ବୁଝି ନ ଥିଲ?
ପଚାର ନିଜକୁ ନିଜେ
କୋଊଠି କେମିତି!
କଣ କରିବି?
ତପୋବନ, ଟିଟିଲାଗଡ, ବଲାଙ୍ଗୀର
24/04/2021
In English;
What shall I do
If you could not stay
In balance seeing and hearing
All about me!
Go and hang yourself
In web.
Thanks a lot
You have made me
Free.
You turned mad
Seeing my flying
Ups and downs.
I myself
Made me colourful.
Where shall you
Search me out?
Staying here
I am not here.
How can you know
Who is who
And who belongs to whom!
X X X X
This poem has not been translated into any other language yet.
I would like to translate this poem