ଆକାଶଆଡକେ ମୁହୁଁକରି
ଥୁକ୍ ବ ବଏଲେ ମୁଇଁ କାଁ କରମି,
ଆରୁ ଯାଇକରି କୁମଡାପାହାଡେ
କଚଡେଇ ହେବ ବଏଲେ ମୁଇଁ କାଁ କରମି।
ସତ୍ ଇଟା ତୁମେ ତୁମର
ମରବାରକାଜେ ଅଛ
ଆରୁ ମୋର ମୁଇଁ।
ସତ୍ ଇଟା ତୁମର ଗାଡିଘୁଡା ଅଲଗା
ଆରୁ ମୋରଟା ଅଛେ ମୋରଠାନେ।
ସତ୍ ଇଟା ଲଟକାଚିଟକା ନେଇଁ ସେ
କିହେ କାହାରନେ।
ଧୁକାଗରେଲନିକେ ଯାଇକରି
ନୁକୋ କପଟା ଉଡାଲେ
ମୁଇଁ କାଁ କରମି, କାଁ କରମି।
This poem has not been translated into any other language yet.
I would like to translate this poem