ଯାହାରଠାନେ
ଭେଦଭାବ ଅଛେ,
ପଛ କରିଦେଲେ
ଚୁପରା ଖଉଛେ ଯିଏ,
ହେତାକେ ବଲସନ କେଁ
ମୁନୁଷ୍, ବଲସନ୍ କେଁ କବି!
ହେତାର ଦିହେ
କେଁ ରକତ୍ ଅଛେ
କେନ୍ ପାରବା କହି!
ହେଟା ନେଇଁସେ
କାହାରିରଟା।
ହେଟା ଥିସି ହେନେ
ଜେନେ ଥିସି ଫାଏଦା।
କାଣା କହେବ ହେତାକେ,
କହ ନ ଦଦା।
This poem has not been translated into any other language yet.
I would like to translate this poem
let us l; earn from our own experienced, nature is the best