1
ମତେ କେମିତି ଶୋଷଣ କରାଯାଉଛି
ପାରୁ ନି ଜାଣି!
ଜାଣିବା ଲୋକ ସବୁ ଚୁପେଚୁପ୍ ଏ ସମୟରେ କିଆଁ!
ଏ ମାଟିର ହେବ କଣ ଆଉ?
2
ସବୁ ତ ହରେଇ ସାରିଲଣି
ଆଉ ଅଛି କଣ ଯେ ହରାଇବ!
ତୁମେ ତ କେବଠୁ ମରିସାରିଲଣି
ମୃତ୍ଯୁକୁ ଆଉ କଣ ପାଇଁ ଭୟ ବନ୍ଧୁ?
This poem has not been translated into any other language yet.
I would like to translate this poem