ହେଉଛି କି ଭୁଲ ପାଦପକା?
କିଏ ଯାଉଛି ଉଡି କୁଆଡେ
ହେଲାବେଳେ ହୁଲହୁଲିଆ ଧୁକା!
ପଚାର ନି ମତେ କିଛି,
ବଡ ବଡ ଆଖିରେ ଆକାଶ ଦେଖୁଛି,
ଆଉ ମୁଁ ଆକାଶ ଲଂଘୁଛି।
ଆକାଶ କୋଉଠି?
ମୁଁ ମୋର ଅଛି ଆଉ ଥିବି ଏଠି।
This poem has not been translated into any other language yet.
I would like to translate this poem
nothingness in life, let us live with it