ଦେଶ କୋଉଠି Where Is The State Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଦେଶ କୋଉଠି Where Is The State

Rating: 5.0

ଦେଶ କୋଉଠି?
ଗଜାନନ ମିଶ୍ର

କୋଉଠି ଦେଶ?
ଦେଶ କୋଉଠି ଯେ
ଖୋଜୁଛ ଦେଶଭକ୍ତ!
ଦେଶଭକ୍ତ ଆଉ
ଦେଶଦ୍ରୋହୀ ଭିତରେ
ଥିବା ପାର୍ଥକ୍ୟକୁ
ଦେଖ କୋଉ ଦୃଷ୍ଟିରେ!
ହୋ ହଲ୍ଲାକର ସଂସଦରେ,
ଦୁଲୁକାଅ ବିଧାନସଭା।
ମଦର ବନ୍ୟା କର ସୃଷ୍ଟି,
ଅବମାନନା କର ମାତୃଶକ୍ତି।
ଚିଲ୍ଲାଅ ରାଜରାସ୍ତାରେ
ନାରୀମୁକ୍ତି ନାରୀମୁକ୍ତି।
ଦେଶ କଣ? ଦେଶ କୋଉଠି?
ଅନ୍ଧଦେଶ ଆଉ ଅନ୍ଧବିଶ୍ୱାସ
ଅନ୍ଧ ଆଗରେ ରଖୁଛ ନେଇ
ଯାହା ଯେତକ
କିଏ କରିବ ସତ୍ଯ ।
ଦେଶ! ଦେଶ! ଦେଶ!
ଦେଶ ଭିତରେ ଏତେ ବେଶ,
ଦେଶ ଭିତରେ ଆମେ ତୁମେ
ହେଉଛେ ଶେଷ!
ଦେଶକୁ କର ସ୍ୱାହା
ହେ ମହାପାତ୍ର।
ପଚାର ନା ଆଉ
ଦେଶ କାହାର?

ତପୋବନ,ଟିଟିଲାଗଡ,ବଲାଙ୍ଗିର
2/12/2019

COMMENTS OF THE POEM
Tapaswini dash 02 December 2019

State - within the self, beautiful write

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success